IDP Workshop with media in Odisha

#IndiaDataPortal Team ଆଜି ଓଡିଶାରେ କର୍ମରତ ସାମ୍ବାଦିକ ତଥା ଜନ ଯୋଗାଯୋଗ ଛାତ୍ରମାନଙ୍କ ପାଇଁ ଏକ ଭର୍ଚୁଆଲ୍ କର୍ମଶାଳା ଆୟୋଜନ କରିଥିଲେ | ଏହା indiadataportal.com, IndiaPulse @ ISB ସହିତ ପରିଚିତତା ଏବଂ ଲିଖିତ ଆକାରରେ ତଥ୍ଯ ଏବଂ ଭିଜୁଆଲାଇଜେସନ୍ ବ୍ୟବହାର କରାଇଥାଏ।

#IndiaDataPortal team conducted a virtual workshop today for journalists and students of Master’s in Journalism and Media Studies based in #Odisha. It covered familiarisation with indiadataportal.com, IndiaPulse@ISB and using data and visualisation in news.