IDP Workshop with journalists and journalism students based in Odisha

#IndiaDataPortal ଦଳ #ଓଡ଼ିଶାର ସାମ୍ବାଦିକ ମାନଙ୍କ ପାଇଁ ଆଜି ଏକ ଭର୍ଚୁଆଲ କର୍ମଶାଳା ଆୟୋଜନ କରିଥିଲେ। ଏହା indiadataportal.com, IndiaPulse@ISB ଏବଂ ସମ୍ବାଦରେ ଡାଟା ଏବଂ ଭିଜୁଆଲାଇଜେସନ୍ବ ବ୍ୟବହାର କରିବା ସହିତ ପରିଚିତକରଣ କରାଇଥିଲା।

#IndiaDataPortal team conducted a virtual workshop today for journalists and journalism students based in #Odisha. It covered familiarisation with indiadataportal.com, IndiaPulse@ISB and using data and visualisation in news.