IDP workshop with media in Odisha

#IndiaDataPortal ଦଳ #Odisha ଆଧାରିତ ଗଣମାଧ୍ୟମ ଏବଂ ସାମ୍ବାଦିକତା ଛାତ୍ରମାନଙ୍କ ପାଇଁ ଏକ କର୍ମଶାଳା ପରିଚାଳନା କରିଥିଲେ। କର୍ମଶାଳା ରେ indiadataportal.com ସହିତ ପରିଚିତ ହେବା, ଆକର୍ଷଣୀୟ #visualisations ସହିତ ସମ୍ବାଦ କାହାଣୀରେ ଡାଟା କିପରି ବ୍ୟବହାର କରାଯିବ ତାହା ଉପରେ ଆଲୋକପାତ କରାଯାଇଥିଲା

#IndiaDataPortal team conducted a workshop today for media and journalism students based in #Odisha. The workshop focussed on familiarisation with indiadataportal.com, how to use data in news stories with interesting #visualisations.